Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Variables in Perl - Oriya

687 visits



Outline:

ଭେରିଏବଲ୍ସର ଉପଯୋଗ ବାଲ୍ୟୁଜ୍, ଯେପରି ଟେକ୍ସଟ୍ ଷ୍ଟ୍ରିଙ୍ଗ୍ସ, ନମ୍ୱର୍ସ କିମ୍ୱା ଆରେଜ୍ କୁ ସେଭ୍ କରିବା ପାଇଁ କରାଯାଇଥାଏ | ପର୍ଲରେ ସମସ୍ତ ଭେରିଏବଲ୍ସ $ ଚିହ୍ନରୁ ଆରମ୍ଭ ହୋଇଥାଏ | ପର୍ଲରେ ଭେରିଏବଲ୍ସ ଘୋଷିତ କରିବା: $var_name = value; e.g: $count = 1; $stringVar = 'My Name is PERL';