while do while loops - Oriya

337 visits



Outline:

1. while Loop ଗୋଟିଏ କଣ୍ଡିଶନ୍‍ ଟ୍ରୁ ଥିବାବେଳେ while loop କୋଡ୍‍ ର ଏକ ବ୍ଲକ୍‍ କୁ ଏକଜେକ୍ୟୁଟ୍‍ କରେ 2. do-while loop ଅତିକମ୍‍ ରେ ଥରେ do-while loop ସର୍ବଦା କୋଡ୍‍ ର ଏକ ଭାଗକୁ ଏକଜେକ୍ୟୁଟ୍‍ କରିବ | ଏହା ତାହାପରେ, କଣ୍ଡିଶନ୍‍ କୁ ଯାଞ୍ଚ କରିବ ଓ କଣ୍ଡିଶନ୍‍ ଟ୍ରୁ ଥିବାବେଳେ Loop ପୁନରାବୃତ୍ତି କରିବ |