ANIMATE 2025 is here! 2D/3D animation hackathon using Synfig Studio and Blender. For more details, Click here!

Arrays - Oriya

This is a sample video. To access the full content,
please Login

223 visits



Outline:

Arrays ଗୋଟିଏ ଆରେ ଅନେକ ଭେଲ୍ୟୁଗୁଡିକୁ ଗୋଟିଏ ଭେରିଏବଲରେ ଷ୍ଟୋର୍ କରିଥାଏ ନ୍ୟୁମେରିକ୍ ଆରେ – ଗୋଟିଏ ନ୍ୟୁମେରିକ୍ ଇଣ୍ଡେକ୍ସ ସହିତ ଥିବା ଏକ ଆରେ ଆସୋସିଏଟିଭ୍ ଆରେ – ଗୋଟିଏ ଆରେ ଯେଉଁଠି ପ୍ରତ୍ୟେକ ID କୀ ଗୋଟିଏ ଭେଲ୍ୟୁ ସହିତ ସଂଯୁକ୍ତ ଥାଏ ଉଦାହରଣ. ନ୍ୟୁମେରିକ୍ ଆରେ: $fruits=array("Apple","Mango","Banana","Grapes");