If Statement - Oriya

82 visits



Outline:

If Statement if statement – ଯଦି କେବଳ ଗୋଟିଏ ନିର୍ଦ୍ଦିଷ୍ଟ କଣ୍ଡିଶନ୍ ସତ୍ୟ ହୁଏ ତେବେ କିଛି କୋଡକୁ ନିଷ୍ପାଦନ କରିବା ପାଇଁ ଏହି ଷ୍ଟେଟମେଣ୍ଟକୁ ବ୍ୟବହାର କରନ୍ତୁ if...else statement - କିଛି କୋଡକୁ ନିଷ୍ପାଦନ କରିବା ପାଇଁ ଏହି ଷ୍ଟେଟମେଣ୍ଟକୁ ବ୍ୟବହାର କରନ୍ତୁ ଯଦି ଗୋଟିଏ ନିର୍ଦ୍ଦିଷ୍ଟ କଣ୍ଡିଶନ୍ ସତ୍ୟ ହୁଏ ଏବଂ କଣ୍ଡିଶନ୍ ମିଥ୍ୟା ହେବା ସ୍ଥଳେ ଅନ୍ୟ କୋଡର ବ୍ୟବହାର କରିବା if...elseif....else statement – ବିଭିନ୍ନ ବ୍ଲକଗୁଡିକ ମଧ୍ୟରୁ ନିଷ୍ପାଦନ ହେବାକୁ ଥିବା କୋଡକୁ ଚୟନ କରିବା ସକାଶେ ଏହି ଷ୍ଟେଟମେଣ୍ଟକୁ ବ୍ୟବହାର କରିବା