Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Variables in PHP - Oriya

409 visits



Outline:

Variables in PHP text strings, numbers କିମ୍ବା arrays ଭଳି ଭେଲ୍ୟୁଗୁଡିକୁ ଷ୍ଟୋର୍ କରିବା ପାଇଁ ଭେରିଏବଲଗୁଡିକର ବ୍ୟବହାର ଗୋଟିଏ ଭେରିଏବଲ୍ ଘୋଷଣା ହେବା ପରେ ଏହାକୁ ଆପଣଙ୍କ ସ୍କ୍ରିପ୍ଟରେ ବାରମ୍ବାର ବ୍ୟବହାର କରାଯାଇପାରିବ PHPରେ ଥିବା ସମସ୍ତ ଭେରିଏବଲଗୁଡିକ $ ଚିହ୍ନ ସହିତ ଆରମ୍ଭ ହୋଇଥାଏ PHPରେ ଗୋଟିଏ ଭେରିଏବଲକୁ ଘୋଷଣା କରିବାର ସଠିକ୍ ମାର୍ଗ: $var_name = value;