ANIMATE 2025 is here! 2D/3D animation hackathon using Synfig Studio and Blender. For more details, Click here!

Getting started with Tux Typing - Oriya

Play
Current Time 0:00
/
Duration Time 0:00
Remaining Time -0:00
Loaded: 0%
Progress: 0%
0:00
Fullscreen
00:00
Mute
Captions
  • captions off
  • English
  • Oriya

This is a sample video. To access the full content,
please Login

538 visits



Outline:

ଅନଲାଇନ୍‍ ଟାଇପିଙ୍ଗ୍‍ ଟ୍ୟୁଟର୍‍, ଟକ୍ସ ଟାଇପିଙ୍ଗ୍‍ କିପରି ବ୍ୟବହାର କରାଯାଏ ବର୍ଣ୍ଣନା କରେ ଟକ୍ସ ଟାଇପିଙ୍ଗ୍‍ ବ୍ୟବହାର କରି ୟୁଜର୍‍ ଙ୍କୁ ଏହି ବିଷୟ ଟାଇପିଙ୍ଗ୍‍ ରେ ପ୍ରବେଶ କରାଇବ ଉବୁଣ୍ଟୁ ସଫ୍ଟୱେର୍‍ ସେଣ୍ଟର୍‍ ବ୍ୟବହାର କରି ଟକ୍ସ ଟାଇପିଙ୍ଗ୍‍ ଇନଷ୍ଟଲ୍‍ କରନ୍ତୁ ଇଣ୍ଟର୍ଫେସ୍‍ ର ଓଭରଭ୍ୟୁ ଶି‍କ୍ଷାର ବିଷୟ ଓ ସେଗୁଡ଼ିକର ସଂ‍କ୍ଷିପ୍ତ ବର୍ଣ୍ଣନ Besic_Lessons_01.xml ଖୋଲନ୍ତୁ ପ୍ରଦର୍ଶିତ କୀ’ବୋର୍ଡ ପାଇଁ ସନ୍ଦର୍ଭ ସହିତ କ୍ୱେର୍ଟୀ କୀ’ବୋର୍ଡ ବର୍ଣ୍ଣନା କମା ଓ ପୂର୍ଣ୍ଣଚ୍ଛେଦ କୀ, ଇଂରାଜୀ ଭାଷାରେ ବ୍ୟବହୃତ ସାଧାରଣ ବିଶେଷ ଅକ୍ଷଣର ଦର୍ଶାଇବା ଟ୍ୟାବ୍‍, କ୍ୟାପ୍ସ ଲକ୍‍, ଶିଫ୍ଟ କୀ ଓ ସ୍ପେସ୍‍ ବାର୍‍ କୀ’ ଦର୍ଶାଇବା ଏଣ୍ଟର୍‍ ଓ ବ୍ୟାକ୍‍ ସ୍ପେସ୍‍ କୀଗୁଡ଼ିକୁ ଦର୍ଶାଇବା ଓ ସଂ‍କ୍ଷିପ୍ତ ବର୍ଣ୍ଣନା କରିବା ଦୁଇ ହାତ ଛବିଗୁଡ଼ିକର ଉପଯୋଗିତା ସୂଚିତ କରିବା