Learn advanced typing - Oriya

This is a sample video. To access the full content,
please Login

904 visits



Outline:

ବାକ୍ୟାଂଶ ଟାଇପ୍‍ କରିବା, ଶବ୍ଦଗୁଡ଼ିକୁ ଏଡିଟ୍‍ କରିବା, ଭାଷା ସେଟ୍‍ କରିବା ଓ ଏକ ଗେମ୍‍ ଖେଳିବା ଶୀ‍କ୍ଷା‍ର୍ଥୀଙ୍କୁ ଶିଖିବାକୁ ହେବ ବାକ୍ୟାଂଶ ଟାଇପ୍‍ କରିବା ଶବ୍ଦଗୁଡ଼ିକୁ ଏଡିଟ୍‍ କରିବା ଭାଷା ସେଟ୍‍ କରିବା (ଏହି ବିକଳ୍ପ କେବଳ ଉଲ୍ଲେଖ କରାଯିବ, ପ୍ରଦର୍ଶନ କରାଯିବ ନାହିଁ) ନିମ୍ନଲିଖିତ ଦ୍ୱାରା ଶୀ‍କ୍ଷା‍ର୍ଥୀ ଏକ ଗେମ୍‍ ମଧ୍ୟ ଖେଳିପାରିବେ ନିର୍ଦ୍ଦେଶଗୁଡ଼ିକୁ ପଢ଼ି ଗେମ୍‍ ର ଲେଭଲ୍‍ ସେଟ୍‍ କରିବା ଶୀ‍କ୍ଷା‍ର୍ଥୀ ନିଜକୁ ନିଜେ ଗେମ୍‍ ଅନ୍ୱେଷଣ କରିବେ