Half-Day Online Pilot Workshop on AutoDock4 on 9 August 2024, 2:00 pm to 5.30 pm. Click here to register.

Making a protective face cover at home - Oriya

158 visits



Outline:

1.   ଗୋଟିଏ ଫେସ୍ କଭର୍ ପିନ୍ଧିବାର ଆବଶ୍ୟକତା 2.   ସ୍ୱସ୍ଥ୍ୟକର୍ମୀମାନେ ପିନ୍ଧିବା ଜରୁରୀ 3.   COVID-19 ରୋଗୀମାନେ ପିନ୍ଧିବା ଜରୁରୀ 4.   ଘର ତିଆରି ଫେସ୍ କଭର୍ ବିଷୟକ ସୁରକ୍ଷା ସତର୍କତା 5.   ସିଲେଇ ମେଶିନ୍ ସାହାଯ୍ୟରେ ଗୋଟିଏ ଫେସ୍ କଭର୍ ତିଆରି କରିବାର ପ୍ରକ୍ରିୟା ଏବଂ ଫେସ୍ କଭର୍ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ 6.  ସିଲେଇ ମେଶିନ୍ ବିନା ଗୋଟିଏ ଫେସ୍ କଭର୍ ତିଆରି କରିବାର ପ୍ରକ୍ରିୟା ଏବଂ ଫେସ୍ କଭର୍ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ 7.   ଫେସ୍ କଭର୍ ପିନ୍ଧିବା ପୂର୍ବରୁ ସାବଧାନତା 8.   ଫେସ୍ କଭର୍ କାଢ଼ିବା ସମୟରେ ସାବଧାନତା 9.   ଫେସ୍ କଭର୍‌କୁ ସାନିଟାଇଜ୍ କରିବା 10. ଫେସ୍ କଭର୍‌କୁ ଷ୍ଟୋର୍ କରିବା

Width:1280 Height:720
Duration:00:11:03 Size:9 MB

Show video info

Pre-requisite


No Pre-requisites for this tutorial.