An Image For The Web - Oriya

307 visits



Outline:

GIMP ହେଉଛି ଏକ ଶକ୍ତିଶାଳୀ ଇମେଜ୍ ବିନ୍ୟାସ ପ୍ରୋଗ୍ରାମ୍ ମାଗଣା ଓ ଓପନ୍ ସୋର୍ସ ସଫ୍ଟୱେର୍, ଯାହା ଲିନକ୍ସ, ୱିଣ୍ଡୋସ୍ ଓ ମ୍ୟାକ୍ OSରେ ଚାଲେ ଫୋଟୋଶପ୍ ସମକକ୍ଷ ୱେବ୍ ପାଇଁ ଏକ ପ୍ରସ୍ତୁତ ଇମେଜ୍ ତିଆରି କରିବା ଇମେଜ୍ ଘୁରାଇବା ଗ୍ରିଡ୍ ବ୍ୟବହାର କରିବା ଗୋଟିଏ ଇମେଜ୍ କ୍ରପ୍ କରିବା ଅଧିକ ରଙ୍ଗ ଓ କଣ୍ଟ୍ରାଷ୍ଟ ଆଡ୍ କରିବା ଇମେଜକୁ ରିସାଇଜ୍ କରିବା ଇମେଜକୁ ଶାର୍ପେନ୍ କରିବା JPEG ଇମେଜ୍ ଭାବରେ ଏହାକୁ ସେଭ୍ କରିବା

Width:640 Height:480
Duration:00:11:47 Size:10.9 MB

Show video info

Pre-requisite


No Pre-requisites for this tutorial.