Hardware requirement to install Blender - Oriya

838 visits



Outline:

Hardware Requirements for Blender Blenderକୁ ରନ୍ କରିବା ପାଇଁ ଗୋଟିଏ ମେସିନରେ ଆବଶ୍ୟକ ହେଉଥିବା ହାର୍ଡୱେରର ତାଲିକା ଆପଣଙ୍କୁ Blender ଉପରେ ସଂକ୍ଷିପ୍ତ ପରିଚୟ ଉପଲବ୍ଧ କରାଇବା Blender ପାଇଁ ଗୋଟିଏ ଉପଯୁକ୍ତ ମେସିନର ନିର୍ମାଣ ସକାଶେ ଏକ ଲିଙ୍କକୁ ଗାଇଡ ଆକାରରେ ପ୍ରଦାନ କରିବ