Types of Windows Properties Part 4 - Oriya

103 visits



Outline:

Types of Windows - Properties Part 4 Material ପ୍ୟାନେଲର ବର୍ଣ୍ଣନା ଗୋଟିଏ ନୂତନ ମ୍ୟାଟେରିଆଲର ପ୍ରୟୋଗ ନୂତନ ମ୍ୟାଟେରିଆଲକୁ ନାମିତ କରିବା ରେଣ୍ଡର୍ ଆଉଟପୁଟର ପ୍ରକାର– Surface, Wire, Volume ଓ Halo Preview ଅପଶନଗୁଡିକର ଉପଲବ୍ଧତା Diffuse ଅପଶନର ବର୍ଣ୍ଣନା Shader ଅପଶନର ବର୍ଣ୍ଣନା