Installation Process for Windows - Oriya

141 visits



Outline:

Installating Blender in Windows Windowsରେ ବ୍ଲେଣ୍ଡରକୁ ଇନଷ୍ଟଲ୍ କରିବା ପାଇଁ ଗାଇଡ୍ Blenderର ଅଫିସିଆଲ୍ ୱେବସାଇଟକୁ ଯା’ନ୍ତୁ ଆପଣଙ୍କ ସିଷ୍ଟମର ଆବଶ୍ୟକତାନୁସାରେ, Blenderକୁ ଗୋଟିଏ installer/archive ଭାବେ ଡାଉନଲୋଡ୍ କରନ୍ତୁ archive ବ୍ୟବହାର କରି ବ୍ଲେଣ୍ଡରକୁ ଇନଷ୍ଟଲ୍ କରିବା installer ବ୍ୟବହାର କରି ବ୍ଲେଣ୍ଡରକୁ ଇନଷ୍ଟଲ୍ କରିବା