Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

The Blender Interface - Oriya

581 visits



Outline:

Basic Description of Blender Interface Blender Interfaceର ମୌଳିକତାଗୁଡିକୁ ଆଉଟଲାଇନ୍ କରନ୍ତୁ ପ୍ରତ୍ୟେକ ୱିଣ୍ଡୋକୁ ଆସାଇନ୍ ହୋଇଥିବା ପାରାମିଟର୍ ଓ ଟାବ୍ 3D ଭ୍ୟୁରେ କିପରି ଗୋଟିଏ ଅବଜେକ୍ଟକୁ ଚୟନ କରିବେ କିପରି ଗୋଟିଏ ଅବଜେକ୍ଟକୁ X, Y ଓ Z ଦିଗରେ ଚଳନା କରିବେ 3D ଟ୍ରାନ୍ସଫର୍ମ୍ ମାନିପୁଲେଟର୍ ବିଷୟରେ ଏବଂ ଏହାର କଲରଗୁଡିକର ମହତ୍ତ୍ଵତା ମୌଳିକ ଟ୍ରାନ୍ସଫର୍ମେଶନ୍ ଯେପରି translate ବିଭିନ୍ନ Selection ଅପଶନଗୁଡିକର ବର୍ଣ୍ଣନା Object Tools Panelରେ ଉପଲବ୍ଧ ଥିବା ଅପଶନଗୁଡିକର ବର୍ଣ୍ଣନା Object Transform Panelର ସମ୍ବନ୍ଧକୁ ଉଲ୍ଲେଖ କରିବା Info Panelର ବର୍ଣ୍ଣନା ଦୃଶ୍ୟରେ ଅବଜେକ୍ଟଗୁଡିକୁ ଯୋଗ କରିବା Outliner Panel, the Properties Window ଓ the Timelineର ସମ୍ବନ୍ଧକୁ ଉଲ୍ଲେଖ କରିବା