Categories in Moodle - Oriya

65 visits



Outline:

Moodleରେ ଥିବା Categoriesକୁ ବୁଝିବା Moodleରେ ଥିବା Categoriesକୁ ବ୍ୟବସ୍ଥିତ କରିବା Manage Categories Page ଲେଆଉଟ୍ Manage Categories Pageର ଭ୍ୟୁ ବଦଳାଇବା Moodleରେ ଏକ ନୂଆ Category ତିଆରି କରିବା ଗୋଟିଏ Category ସହ ଏକ SubCategory ଯୋଡ଼ିବା Moodleରେ ଏକ Category ଏଡିଟ୍ କରିବା Moodleରେ Categoryକୁ କିପରି କ୍ରମବଦ୍ଧ କରିବେ Moodleରେ ବିଭିନ୍ନ Category ଅନ୍ତର୍ଗତ ଗୋଟିଏ SubCategoryକୁ ଘୁଞ୍ଚାଇବା