Installing Moodle on Local Server - Oriya

85 visits



Outline:

Moodle ଇନଷ୍ଟଲ୍ କରିବା ପାଇଁ ପ୍ରାକ୍ ଆବଶ୍ୟକତା Moodle.orgରୁ Moodle ଡାଉନଲୋଡ୍ କରନ୍ତୁ ଡାଉନଲୋଡେଡ୍ ଫୋଲ୍ଡର୍‌କୁ ଯାଆନ୍ତୁ ଏବଂ ZIP ଫାଇଲ୍‌କୁ ଏକ୍ସଟ୍ରାକ୍ଟ କରନ୍ତୁ ମାଳିକ ଓ ଗ୍ରୁପ୍ ସଦସ୍ୟମାନଙ୍କୁ ପଢ଼ିବା, ଲେଖିବା ଓ ନିଷ୍ପାଦନ କରିବାର ଅନୁମତି ଦିଅନ୍ତୁ Web Addressର ଅବଧାରଣାକୁ ବୁଝନ୍ତୁ Moodle Directoryକୁ ବୁଝନ୍ତୁ Data Directoryକୁ ବୁଝିବା Data Directory ତିଆରି କରିବା Moodle ଇନଷ୍ଟଲ୍ କରିବା ଆଡମିନିଷ୍ଟ୍ରେଟର୍ କନଫିଗରେଶନ୍