Enroll Students and Communicate in Moodle - Oriya

This is a sample video. To access the full content,
please Login

490 visits



Outline:

ଗୋଟିଏ କୋର୍ସରେ ଏନରୋଲ୍ କରିଥିବା ୟୁଜର୍‌ମାନଙ୍କୁ କିପରି ଯାଞ୍ଚ କରିବେ? ଗୋଟିଏ କୋର୍ସରେ ୟୁଜର୍‌ଙ୍କ ରୋଲ୍‌କୁ ଯାଞ୍ଚ କରିବା ଗୋଟିଏ Moodle କୋର୍ସରେ ୟୁଜର୍‌ମାନଙ୍କୁ ଏନରୋଲ୍ କରିବା ଗୋଟିଏ କୋର୍ସ ପାଇଁ କିପରି ଗ୍ରୁପ୍ କରାଯିବ? ଗୋଟିଏ କୋର୍ସରେ ଛାତ୍ରମାନଙ୍କୁ ଯୋଡ଼ିବା ଗୋଟିଏ କୋର୍ସରୁ ଛାତ୍ରମାନଙ୍କୁ କାଢ଼ିଦେବା କୋର୍ସ ପାର୍ଟିସିପାଣ୍ଟମାନଙ୍କୁ ଗୋଟିଏ ମେସେଜ୍ ପଠାଇବା ସମସ୍ତ ପାର୍ଟିସିପାଣ୍ଟମାନଙ୍କୁ ଗୋଟିଏ ସାଧାରଣ ନୋଟ୍ ପଠାଇବା ଚୟନିତ କୋର୍ସ ପାର୍ଟିସିପାଣ୍ଟମାନଙ୍କୁ ଗୋଟିଏ ବ୍ୟକ୍ତିଗତ ନୋଟ୍ ପଠାଇବା Moodleରେ ଗୋଟିଏ ନୋଟ୍‌ର କଣ୍ଟେକ୍ସଟ୍