Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Users in Moodle - Oriya

This is a sample video. To access the full content,
please Login

431 visits



Outline:

Moodleରେ ଜଣେ ନୂଆ ୟୁଜର୍‌ଙ୍କୁ ମାନୁଆଲୀ ଯୋଡ଼ିବା User Creationରେ ବାଧ୍ୟତାମୂଳକ ଓ ଇଚ୍ଛାଧୀନ ଫିଲ୍ଡକୁ ବୁଝିବା Moodleରେ ୟୁଜର୍‌ଙ୍କ ପ୍ରୋଫାଇଲ୍‌କୁ ଏଡିଟ୍ କରିବା Userଙ୍କୁ କିପରି ଡିଲିଟ୍ କରାଯାଏ? Userଙ୍କୁ କିପରି ସସପେଣ୍ଡ କରାଯାଏ? Moodleରେ ଅନେକ ୟୁଜର୍‌ଙ୍କୁ ଅପଲୋଡ୍ କରିବା ଅନେକ ୟୁଜର୍‌ଙ୍କୁ ଅପଲୋଡ୍ କରିବା ପାଇଁ ଆବଶ୍ୟକ CSV ଫାଇଲ୍‌କୁ ବୁଝିବା CSV ଫାଇଲ୍‌ରେ ବାଧ୍ୟତାମୂଳକ ଓ ଇଚ୍ଛାଧୀନ ଫିଲ୍ଡସ୍ CSV ଫାଇଲ୍‌ର ବଲ୍କ ଅପଲୋଡ୍ ମାଧ୍ୟମରେ ୟୁଜର୍‌ମାନଙ୍କୁ କୋର୍ସ ଓ ରୋଲ୍ ଆସାଇନ୍ କରିବା ୟୁଜର୍ ତାଲିକା ବ୍ରାଉଜ୍ କରିବା