Arduino with Tricolor LED and Push button - Oriya

This is a sample video. To access the full content,
please Login

715 visits



Outline:

Tricolor LED - Common Cathode Tricolor LED ଏହି ପ୍ରୟୋଗ ପାଇଁ ଆବଶ୍ୟକ ଅନ୍ୟ ଏକ୍ସଟର୍ନଲ୍ ଡିଭାଇସେସ୍ କନେକ୍ସନ୍ ସର୍କିଟ୍ ବିବରଣୀକୁ ବୁଝନ୍ତୁ Arduino Boardରେ ଗୋଟିଏ Tricolor LED କନେକ୍ଟ କରନ୍ତୁ Tricolor LEDକୁ ଧପ୍ ଧପ୍ କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ Void Loop Function ପାଇଁ କୋଡ୍ ଲେଖନ୍ତୁ ପ୍ରୋଗ୍ରାମ୍‌କୁ କମ୍ପାଇଲ୍ ଓ ଅପଲୋଡ୍ କରନ୍ତୁ ଧପ୍ ଧପ୍‌କୁ ନିୟନ୍ତ୍ରଣ କରିବା ପାଇଁ PushButton ବ୍ୟବହାର କରନ୍ତୁ ମୋଡ୍‌କୁ Input ଭାବେ କାହିଁକି ଦିଆଯାଏ ଧପ୍ ଧପ୍‌ର ବିଳମ୍ୱତାକୁ କିପରି ହ୍ରାସ କରାଯାଏ