Display counter using Arduino - Oriya

103 visits



Outline:

Arduino Boardରେ ଗୋଟିଏ LCD ଓ ଗୋଟଏ PushButton ଲଗାନ୍ତୁ Arduino ଓ LCD ବ୍ୟବହ କରି ପୂରରୁ ତିଆରି କରାଯାଇିବା ସର୍କିଟ୍ ବ୍ୟବହାର କରନ୍ତୁ ଗୋଟିଏ PushButton ଯୋଡ଼ନ୍ତୁ ଏବଂଗୋଟଏ ସରଳ କାଉଣ୍ଟର ତିଆରି କରନ୍ତୁ କନେକ୍ସନ୍ ସର୍କିଟ୍ ବିବରଣୀକୁ ଶିଖନ୍ତୁ କନେକ୍ସନ୍‌ର ଲାଇଭ୍ ସେଟ ଅପ୍ ଦେନ୍ତୁ Arduino IDEରେ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ Void Loop ପାଇଁ କୋଡ୍ ଲେଖନ୍ତୁ PushButton ଦବାଯାଇଛି କି ନାହିଁ ଜାଣିବା ପାଇଁ ଗୋଟିଏ ସଳ if statement ଲେଖନ୍ତୁ ପ୍ରୋଗ୍ରାମ୍‌କୁ କମ୍ପାଇଲ୍ ଓ ଅପଲୋଡ୍ କରନ୍ତୁ PushButton ସଫଳତାପୂର୍ବକ କାମ କରୁଥିବାର ଦେଖନ୍ତୁ ଗୋଟିଏ କାଉଣ୍ଟର୍ ସେଟ୍ କରିବା ପାଇଁ ପ୍ରୋଗ୍ରାମ୍‌କୁ ସଂଶୋଧନ କରନ୍ତୁ ଘଟୁଥିବା ତ୍ରୁଟି ବର୍ଣ୍ଣନା କରନ୍ତୁ ଗୋଟିଏ while statement ଲେଖନ୍ତୁ ପୁଣିଥରେ ପ୍ରୋଗ୍ରାମ୍‌କୁ କମ୍ପାଇଲ୍ ଓ ଅପଲୋଡ୍ କରନ୍ତୁ ଆଉଟପୁଟ୍: ଯେତେବେଳେ ବି ବଟନ୍‌କୁ ଦବାଯିବ, ଗଣନା ବୃଦ୍ଧି ପାଇଥାଏ