Wireless Connectivity to Arduino - Oriya

121 visits



Outline:

ESP8266-01 WiFi ମଡ୍ୟୁଲ୍ ବିଷୟରେ ESP8266-01 WiFi ମଡ୍ୟୁଲ୍‌ର ବିଭିନ୍ନ ପିନ୍ସ Arduino ସହିତ ESP8266 - 01ର ସର୍କିଟ୍ କନେକ୍ସନ୍ କନେକ୍ସନ୍‌ର ଲାଇଭ୍ ସେଟ୍ ଅପ୍ USB ପୋର୍ଟ ପାଇଁ ରିଡ୍-ରାଇଟ୍ ଅନୁମତି ସେଟ୍ କରନ୍ତୁ Arduino IDEରେ ESP8266 WiFi ମଡ୍ୟୁଲ୍ ଡାଉନଲୋଡ୍ କରି ଇନଷ୍ଟଲ୍ କରନ୍ତୁ WiFi ମଡ୍ୟୁଲ୍ ଓ ଗୋଟିଏ ଲାପଟପ୍ କିମ୍ୱା ଗୋଟିଏ ମୋବାଇଲ୍ ଫୋନ୍ ମଧ୍ୟରେ କନେକ୍ସନ୍ ସ୍ଥାପନ କରନ୍ତୁ ଉପରୋକ୍ତ ପ୍ରୟୋଗଗୁଡ଼ିକ ପାଇଁ ସୋର୍ସ କୋଡ୍ ପ୍ରୋଗ୍ରାମ୍‌କୁ କମ୍ପାଇଲ୍ ଓ ଅପଲୋଡ୍ କରନ୍ତୁ ଆଉଟପୁଟ୍‌ର ପ୍ରଦର୍ଶନ