Interfacing LCD through AVR-GCC programming - Oriya

165 visits



Outline:

Arduino Boardରେ ଗୋଟିଏ LCD ଇଣ୍ଟର୍ଫେସ୍ କରନ୍ତୁ Arduino ଓ LCDର Pin କନେକ୍ସନ୍‌ଗୁଡ଼ିକର ବିବରଣୀ କନେକ୍ସନ୍‌ଗୁଡ଼ିକୁ ଦେଖାଉଥିବା ଇମେଜ୍ କନେକ୍ସନ୍‌ଗୁଡ଼ିକର ଲାଇଭ୍ ସେଟ୍ ଅପ୍ LCDରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରାଇବା ପାଇଁ ଏକ AVR-GCC ପ୍ରୋଗ୍ରାମ୍ ଲେଖନ୍ତୁ ପ୍ରୋଗ୍ରାମ୍‌ରେ avr/io.h, util/delay.h, stdlib.h ଲାଇବ୍ରେରୀଗୁଡ଼ିକୁ ବ୍ୟବହାର କରିବା ClearBit() and SetBit() ଫଙ୍କଶନ୍ ବ୍ୟବହାର କରିବା ଆଉଟପୁଟ୍ ନିଷ୍ପାଦିତ କରିବା ପାଇଁ ବିଭିନ୍ନ ଫଙ୍କଶନ୍ ବ୍ୟବହୃତ Arduinoରେ କମ୍ପାଇଲ୍ ଓ ଅପଲୋଡ୍ କରିବା ପାଇଁ make FNAME କମାଣ୍ଡ ବ୍ୟବହାର କରିବା LCDରେ ଆଉଟପୁଟ୍ ଡିଜିଟ୍ 5 ପ୍ରଦର୍ଶିତ କରିବା