Mixing Assembly and C programming - Oriya

119 visits



Outline:

Assembly ଓ C Programingକୁ ମିଶାଇବା ସର୍କିଟ୍ କନେକ୍ସନ୍‌ର ବର୍ଣ୍ଣନା କନେକ୍ସନ୍ ର ଲାଇଭ୍ ସେଟ୍ ଅପ୍ Assembly Routine ପ୍ରୋଗ୍ରାମ୍, ଯାହା ଆଉଟପୁଟ୍ ଭାବେ Arduinoର Pin 13କୁ ଇନିଶିଆଲାଇଜ୍ ଓ ସେଟ୍ କରିଥାଏ Seven Segment Displayର Dot LEDକୁ ଧପ୍ ଧପ୍ କରିବା ପାଇଁ ଗୋଟିଏ AVR-GCC ପ୍ରୋଗ୍ରାମ୍‌ରେ Assembly Routineକୁ କଲ୍ କରିବା ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ଉପଲବ୍ଧ Makefileକୁ ବ୍ୟବହାର କରିବା ସବ୍-ରୁଟିନ୍ ଓ ମୁଖ୍ୟ ପ୍ରୋଗ୍ରାମ୍‌ର “ସୋର୍ସ କୋଡ୍”ର ବର୍ଣ୍ଣନା ଫାଇଲ୍‌ କୁ ସେଭ୍ କରନ୍ତୁ ଏବଂ .hex ଫାଇଲ୍ ଜେନେରେଟ୍ କରନ୍ତୁ Arduinoରେ କୋଡ୍ ଅପଲୋଡ୍ କରନ୍ତୁ Seven Segment Displayରେ ଆଉଟପୁଟ୍ ପ୍ରଦର୍ଶିତ କରନ୍ତୁ