Digital Logic Design with Arduino - Oriya

Play
Current Time 0:00
/
Duration Time 0:00
Remaining Time -0:00
Loaded: 0%
Progress: 0%
0:00
Fullscreen
00:00
Mute
Captions
  • captions off
  • English
  • Oriya

This is a sample video. To access the full content,
please Login

369 visits



Outline:

ଲଜିକଲ୍ AND ଅପରେଶନ୍ ଯାଞ୍ଚ କରିବା ପାଇଁ ଏକ Assembly ଲେଖନ୍ତୁ ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ଉପଲବ୍ଧ m328Pdef.inc ଫାଇଲ୍ ବ୍ୟବହାର କରନ୍ତୁ ଲଜିକଲ୍ AND ଅପରେଶନ୍ ପାଇଁ ସୋର୍ସ କୋଡ୍‌ର ବର୍ଣ୍ଣନା ଫାଇଲ୍‌କୁ ସେଭ୍ କରନ୍ତୁ ଏବଂ .hex ଫାଇଲ୍ ଜେନେରେଟ୍ କରନ୍ତୁ Arduinoରେ କୋଡ୍ ଅପଲୋଡ୍ କରନ୍ତୁ Seven Segment Displayରେ ଆଉଅଟପୁଟ୍ ପ୍ରଦର୍ଶିତ କରନ୍ତୁ ଲଜିକଲ୍ OR ଅପରେଶନ୍ କରିବ ପାଇଁ ପ୍ରୋଗ୍ରାମ୍‌କୁ OR ସହିତ ବଦଳା’ନ୍ତୁ ଲଜିକଲ୍ XOR ଅପରେଶନ୍ କରିବ ପାଇଁ ପ୍ରୋଗ୍ରାମ୍‌କୁ XOR ସହିତ ବଦଳା’ନ୍ତୁ ନିମ୍ନ Combinational Logics ଲାଗୁ ଓ ଯାଞ୍ଚ କରନ୍ତୁ: A = W′ B = WX′Z′ + W′X C = WXY′ + X′Y + W′Y D = WXY + W′Z