Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Display counter using Arduino - Oriya

This is a sample video. To access the full content,
please Login

646 visits



Outline:

Arduino Boardରେ ଗୋଟିଏ LCD ଓ ଗୋଟଏ PushButton ଲଗାନ୍ତୁ Arduino ଓ LCD ବ୍ୟବହ କରି ପୂରରୁ ତିଆରି କରାଯାଇିବା ସର୍କିଟ୍ ବ୍ୟବହାର କରନ୍ତୁ ଗୋଟିଏ PushButton ଯୋଡ଼ନ୍ତୁ ଏବଂଗୋଟଏ ସରଳ କାଉଣ୍ଟର ତିଆରି କରନ୍ତୁ କନେକ୍ସନ୍ ସର୍କିଟ୍ ବିବରଣୀକୁ ଶିଖନ୍ତୁ କନେକ୍ସନ୍‌ର ଲାଇଭ୍ ସେଟ ଅପ୍ ଦେନ୍ତୁ Arduino IDEରେ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ Void Loop ପାଇଁ କୋଡ୍ ଲେଖନ୍ତୁ PushButton ଦବାଯାଇଛି କି ନାହିଁ ଜାଣିବା ପାଇଁ ଗୋଟିଏ ସଳ if statement ଲେଖନ୍ତୁ ପ୍ରୋଗ୍ରାମ୍‌କୁ କମ୍ପାଇଲ୍ ଓ ଅପଲୋଡ୍ କରନ୍ତୁ PushButton ସଫଳତାପୂର୍ବକ କାମ କରୁଥିବାର ଦେଖନ୍ତୁ ଗୋଟିଏ କାଉଣ୍ଟର୍ ସେଟ୍ କରିବା ପାଇଁ ପ୍ରୋଗ୍ରାମ୍‌କୁ ସଂଶୋଧନ କରନ୍ତୁ ଘଟୁଥିବା ତ୍ରୁଟି ବର୍ଣ୍ଣନା କରନ୍ତୁ ଗୋଟିଏ while statement ଲେଖନ୍ତୁ ପୁଣିଥରେ ପ୍ରୋଗ୍ରାମ୍‌କୁ କମ୍ପାଇଲ୍ ଓ ଅପଲୋଡ୍ କରନ୍ତୁ ଆଉଟପୁଟ୍: ଯେତେବେଳେ ବି ବଟନ୍‌କୁ ଦବାଯିବ, ଗଣନା ବୃଦ୍ଧି ପାଇଥାଏ