First Arduino Program - Oriya

Play
Current Time 0:00
/
Duration Time 0:00
Remaining Time -0:00
Loaded: 0%
Progress: 0%
0:00
Fullscreen
00:00
Mute
Captions
  • captions off
  • English
  • Oriya

363 visits



Outline:

ଗୋଟିଏ LEDକୁ ଧପ୍ ଧପ୍ କରାଇବା ପାଇଁ ଏକ Arduino ପ୍ରୋଗ୍ରାମ୍ ଲେଖନ୍ତୁ Arduino ପ୍ରୋଗ୍ରାମ୍ Sketch ଭାବରେ ସେଭ୍ ହୋଇଛି ଦୁଇଟି ଖାଲି ଫଙ୍କଶନ୍ସ ସହିତ ଡିଫଲ୍ଟ ପ୍ରୋଗ୍ରାମ୍ ଏନଭିରୋନମେଣ୍ଟ - Void ସେଟଅପ୍ - ଏକ Microcontrller ସେଟ୍ କରିବା ପାଇଁ ଫଙ୍କଶନ୍ Void ଲୂପ୍ - ସୀମାହିନ ଲୂପ LED ଜଳାଇବା ପାଇଁ ପ୍ରୋଗ୍ରାମ୍ ବିନେରୀ ଫର୍ମାଟ୍‌ରେ ପ୍ରୋଗ୍ରାମ୍‌କୁ କମ୍ପାଇଲ୍ କରିବା LED ବନ୍ଦ କରିବା ପାଇଁ ପ୍ରୋଗ୍ରାମ୍ ପ୍ରୋଗ୍ରାମ୍‌କୁ ଅପଲୋଡ୍ କରିବା