Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Interfacing LCD through AVR-GCC programming - Oriya

735 visits



Outline:

Arduino Boardରେ ଗୋଟିଏ LCD ଇଣ୍ଟର୍ଫେସ୍ କରନ୍ତୁ Arduino ଓ LCDର Pin କନେକ୍ସନ୍‌ଗୁଡ଼ିକର ବିବରଣୀ କନେକ୍ସନ୍‌ଗୁଡ଼ିକୁ ଦେଖାଉଥିବା ଇମେଜ୍ କନେକ୍ସନ୍‌ଗୁଡ଼ିକର ଲାଇଭ୍ ସେଟ୍ ଅପ୍ LCDରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରାଇବା ପାଇଁ ଏକ AVR-GCC ପ୍ରୋଗ୍ରାମ୍ ଲେଖନ୍ତୁ ପ୍ରୋଗ୍ରାମ୍‌ରେ avr/io.h, util/delay.h, stdlib.h ଲାଇବ୍ରେରୀଗୁଡ଼ିକୁ ବ୍ୟବହାର କରିବା ClearBit() and SetBit() ଫଙ୍କଶନ୍ ବ୍ୟବହାର କରିବା ଆଉଟପୁଟ୍ ନିଷ୍ପାଦିତ କରିବା ପାଇଁ ବିଭିନ୍ନ ଫଙ୍କଶନ୍ ବ୍ୟବହୃତ Arduinoରେ କମ୍ପାଇଲ୍ ଓ ଅପଲୋଡ୍ କରିବା ପାଇଁ make FNAME କମାଣ୍ଡ ବ୍ୟବହାର କରିବା LCDରେ ଆଉଟପୁଟ୍ ଡିଜିଟ୍ 5 ପ୍ରଦର୍ଶିତ କରିବା