Creating object - Oriya

Play
Current Time 0:00
/
Duration Time 0:00
Remaining Time -0:00
Loaded: 0%
Progress: 0%
0:00
Fullscreen
00:00
Mute
Captions
  • captions off
  • English
  • Oriya

444 visits



Outline:

ଅବଜେକ୍ଟ କ୍ରିଏଟ୍ କରିବା * ଅବଜେକ୍ଟ କ୍ଲାସ୍ ର ଏକ Instance ଅଟେ * ପ୍ରତ୍ୟେକ ଅବଜେକ୍ଟରେ State ଓ Behavior ଥାଏ * ଅବଜେକ୍ଟ, Fields କିମ୍ୱା Variablesରେ ନିଜର State ଷ୍ଟୋର୍ କରିଥାଏ * Methods ମାଧ୍ୟମରେ ଏହା ନିଜର Behavior ଦର୍ଶାଇଥାଏ * ରେଫରେନ୍ସ ଭେରିଏବଲ୍ସ * TestStudent ନାମରେ ଏକ Class କ୍ରିଏଟ୍ କରନ୍ତୁ * Student Classର ଏକ ଅବଜେକ୍ଟ କ୍ରିଏଟ୍ କରନ୍ତୁ * ନୂଆ ଅପରେଟର୍ ବ୍ୟବହାର କରନ୍ତୁ * ରେଫରେନ୍ସ ଭେରିଏବଲ୍ସରେ କ’ଣ ଅଛି ଯାଞ୍ଚ କରନ୍ତୁ * Student Classର ଆଉ ଗୋଟିଏ ଅବଜେକ୍ଟ କ୍ରିଏଟ୍ କରନ୍ତୁ ଓ ରେଫରେନ୍ସ ଭେରିଏବଲ୍ସରେ କ’ଣ ରହିଛି ଯାଞ୍ଚ କରନ୍ତୁ