Errors and Debugging in Eclipse - Oriya

378 visits



Outline:

Errors ଓ Debugging * Java ପ୍ରୋଗ୍ରାମରେ ଲେଖିବା ସମୟରେ ନିମ୍ନଲିଖିତ ହେଉଛି ବିଶେଷ ଏରର୍ସ ସୂଚୀ: * ସେମିକଲନ୍ (;) ଛାଡ଼ିଯିବା * ଡବଲ୍ କ୍ୱୋଟ୍ସ (".") ଛାଡ଼ିଯିବା * ଫାଇଲ୍ ନାମ ଓ କ୍ଲାସ୍ ନାମ ନ ମିଶିବା * ପ୍ରିଣ୍ଟ ଷ୍ଟେଟମେଣ୍ଟକୁ ଛୋଟ ଅକ୍ଷରରେ ଲେଖିବା * ଏରର୍ ଥିବା ଲାଇନର ବାମ ମାର୍ଜିନ୍ ରେ ନାଲି ଛକ ଚିହ୍ନ ସହିତ ସୂଚିତ କରାଯିବ * ଛକ ଚିହ୍ନ ଉପରେ ମାଉସ୍ ଚଲାଇଲେ ଏରର୍ ର ତାଲିକା ପ୍ରଦର୍ଶିତ ହେବ * ଏରର୍ସ ସହିତ ଏକ କ୍ଲାସ୍ ErrorFree କ୍ରିଏଟ୍ କରି କୋଡ୍ ଡିବଗ୍ କରନ୍ତୁ ଓ ତାକୁ ଚଲାନ୍ତୁ | Eclipse, ଇଣ୍ଟେଲିଜେଣ୍ଟ ଫିକ୍ସେସ୍ ମଧ୍ୟ ପ୍ରଦାନ କରେ