Method overloading - Oriya

300 visits



Outline:

ମେଥଡ୍ ଓଭରଲୋଡିଙ୍ଗ୍ * ମଲ୍ଟିପଲ୍ Methodsକୁ ପରିଭାଷିତ କରନ୍ତୁ * ସମାନ ନାମରେ Methods * ବିଭିନ୍ନ ସଂଖ୍ୟକ ପାରାମିଟର୍ସ ସହିତ Methods * ବିଭିନ୍ନ ସଂଖ୍ୟକ ଡେଟାଟାଇପ୍ସ ସହିତ Methods * Method Overloading କ’ଣ? * Overloading Method ପାଇଁ ଉଦାହରଣ * Methodକୁ କିପରି ଓଭରଲୋଡ୍ କରାଯାଏ? * Method Overloadingର ଲାଭ * Method Overloadingରେ ତ୍ରୁଟି