Programming features Eclipse - Oriya

345 visits



Outline:

Eclipseର ପ୍ରୋଗ୍ରାମିଙ୍ଗ୍ ଫିଚର୍ସ * ଅଟୋ କମ୍ପ୍ଲେଶନ୍ * ଆମେ ବ୍ରେସ୍ ଖୋଲିଲେ ପରବର୍ତ୍ତୀ ବନ୍ଦ ବ୍ରେସ୍ ସେଟ୍ କରେ * କୋଡ୍ ଟାଇପିଙ୍ଗ୍ ଆରମ୍ଭ କରିବା ସମୟରେ ମେଥଡ୍ସର ଏକ ଡ୍ରପ୍ ଡାଉନ୍ ତାଲିକା ପ୍ରଦାନ କରେ * ସିଣ୍ଟାକ୍ସ ହାଇଲାଇଟିଙ୍ଗ୍ * Class Name ଗୋଲାପୀ ରଙ୍ଗରେ ଓ Method ନୀଳ ରଙ୍ଗରେ ହାଇଲାଇଟ୍ ହୋଇଛି * କୀବୋର୍ଡ ଶର୍ଟକଟ୍ * ପ୍ରୋଗ୍ରାମ୍ ଡିବଗ୍ କରିବା ପାଇଁ F11 ଓ ଏକ ନିର୍ଦ୍ଦିଷ୍ଟ ଫାଇଲ୍ ଖୋଜିବା ପାଇଁ Ctrl + H * ଏରର୍ ହାଇଲାଇଟିଙ୍ଗ୍ * ପ୍ରୋଗ୍ରାମରେ ଛକି ଚିହ୍ନ ଏରର୍ସକୁ ଦର୍ଶାଏ * ସେମିକଲନ୍ ଓ ଏରର୍ କାଢେ. ଛକି ଚିହ୍ନ ଉପରେ ମାଉସ୍ ଚଲାଇଲେ ବିବରଣୀ ପ୍ରଦର୍ଶିତ ହୁଏ