Instance fields - Oriya

294 visits



Outline:

Instance ଫିଲ୍ଡସ୍ * Non-Static ଫିଲ୍ଡସ୍ ଭାବରେ ମଧ୍ୟ ଜଣା * ଆମେ କ୍ରିଏଟ୍ କରିଥିବା TestStudent Class ଖୋଲନ୍ତୁ * Dot ଅପରେଟର୍ ବ୍ୟବହାର କରି Roll_Number ଓ Name ଫିଲ୍ଡସ୍ ଆକ୍ସେସ୍ କରନ୍ତୁ * ଆଉଟପୁଟ୍ ଦେଖନ୍ତୁ * ଫିଲ୍ଡ ଆରମ୍ଭ କରନ୍ତୁ ଓ ଆଉଟପୁଟ୍ ଦେଖନ୍ତୁ * ଫିଲ୍ଡସ୍ ର Modifierକୁ Privateରେ ବଦଳାନ୍ତୁ * ପ୍ରାପ୍ତ କରିଥିବା ଏରର୍ କୁ Debug କରନ୍ତୁ * Modifierକୁ ବଦଳାଇ Protecter କରନ୍ତୁ * Classର ପ୍ରତ୍ୟେକ ଅବଜେକ୍ଟରେ ବିଶେଷ ଭାଲ୍ୟୁଜ୍ ରହିବ * Student Classର ଦୁଇଟି ଅବଜେକ୍ଟସ୍ କ୍ରିଏଟ୍ କରନ୍ତୁ