Custom Exceptions - Oriya

257 visits



Outline:

- Custom Exception ଗୋଟିଏ କ’ଣ - custom exceptionର ପ୍ରଦର୍ଶନ କରିବା - Custom exceptionର ଉଦାହରଣ- InvalidMarkException - କୀୱର୍ଡ throwର ବ୍ୟବହାର - custom exceptionଗୁଡିକରେ ଏରରଗୁଡିକୁ କିପରି ସମାଧାନ କରିବା - ବିକଳ୍ପ Add throws declarationକୁ ବ୍ୟବହାର କରି ଏରର୍ ସମାଧାନ କରିବା - କୀୱର୍ଡ throwsର ବ୍ୟବହାର - FileNotFoundException ପାଇଁ ଉଦାହରଣ - multiple exceptionଗୁଡିକୁ କିପରି ନିୟନ୍ତ୍ରଣ କରିବା - ବିକଳ୍ପ surround with try/catchକୁ କିପରି ବ୍ୟବହାର କରିବା