Getting started java Installation - Oriya

864 visits



Outline:

java ଇନଷ୍ଟଲେଶନ୍ ସହିତ ଆରମ୍ଭ କରିବା * ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ରୁ JDK ଇନଷ୍ଟଲ୍ କରିବା * ଉପଲବ୍ଧ ପ୍ୟାକେଜେସ୍ ର ତାଲିକାରୁ Open jdk-6-jdk ଚୟନ କରିବା * ଇନଷ୍ଟଲେଶନ୍ ପାଇଁ ଏହାକୁ ଚିହ୍ନିତ କରିବା * ଇନଷ୍ଟଲେଶନ୍ କିଛି ସମୟ ନେବ * ଇନଷ୍ଟଲେଶନ୍ ଯାଞ୍ଚ କରିବା * Command Promptରେ java -version ଟାଇପ୍ କରନ୍ତୁ, ଯେଉଁଥିରୁ jdkର ଭର୍ସନ୍ ନମ୍ୱର୍ ପ୍ରଦର୍ଶିତ ହେବ * ଏକ ସରଳ Java ପ୍ରୋଗ୍ରାମ୍ ଚଲାନ୍ତୁ ଓ ତାହା କାମ କରୁଛି କି ନାହିଁ ଦେଖନ୍ତୁ * Javac Test Program ଟାଇପ୍ କରନ୍ତୁ. କୋଡ୍ କମ୍ପାଇଲିଙ୍ଗ୍ ପାଇଁ Java ଏବଂ କୋଡ୍ ଏକ୍ସେକ୍ୟୁଟ୍ କରିବା ପାଇଁ Java Test Program.