Getting started Eclipse - Oriya

391 visits



Outline:

Eclipse ସହିତ ଆରମ୍ଭ କରିବା * Eclipse ହେଉଛି ଏକ Integrated Development Environment * ଏହା ଏପରି ଏକ ଟୂଲ୍, ଯେଉଁଥିରେ ଜଣେ ଲେଖିପାରିବ, Debug କରିପାରିବ ଓ Java Programsକୁ ସହଜରେ ଚଲାଇପାରିବ * Dash Home ଖୋଲି ସର୍ଚ ବକ୍ସରେ Eclipse ଟାଇପ୍ କରନ୍ତୁ * ଆମେ Workspace Launcher ପାଇବା * Workbench ଉପରେ କ୍ଲିକ୍ କଲେ ଆମେ Eclipse IDE ପ୍ରାପ୍ତ କରିବା * File > New > Projectକୁ ଯାଇ Java Project ସିଲେକ୍ଟ କରନ୍ତୁ * EclipseDemo ନାମକ ଏକ ପ୍ରୋଜେକ୍ଟ କ୍ରିଏଟ୍ କରନ୍ତୁ ଏବଂ DemoClass ଭିତରେ ଏକ କ୍ଲାସ୍ କ୍ରିଏଟ୍ କରନ୍ତୁ * Package Explorer ଓ Editor portlet ବିଷୟରେ ଜାଣନ୍ତୁ