Non static block - Oriya

837 visits



Outline:

Non-static ବ୍ଲକ୍ ଦୁଇଟି କର୍ଲୀ ବ୍ରାକେଟ୍ସ ମଧ୍ୟରେ ଲେଖାଯାଇଥିବା ଯେକୌଣସି କୋଡ୍ କ୍ରିଏଟ୍ ହୋଇଥିବା ପ୍ରତ୍ୟେକ ଅବଜେକ୍ଟ ପାଇଁ ନିଷ୍ପାଦିତ Constructor ନିଷ୍ପାଦିତ ହେବା ପୂର୍ବରୁ ନିଷ୍ପାଦିତ ହୁଏ କ୍ଲାସ୍ ର Instance ମେମ୍ୱର୍ ଭେରିଏବଲ୍ସ ଇନିଶିଆଲାଇଜ୍ କରେ NonStaticTest ନାମରେ ଏକ Class କ୍ରିଏଟ୍ କରନ୍ତୁ ତାହା ଭିତରେ ଏକ Non Static ବ୍ଲକ୍ ଓ ଏକ Constructor କ୍ରିଏଟ୍ କରନ୍ତୁ ଆଉଟପୁଟ୍ ଯାଞ୍ଚ କରନ୍ତୁ ମଲ୍ଟିପଲ୍ Non Static ବ୍ଲକ୍ସ ମିଶାନ୍ତୁ ସେଗୁଡ଼ିକ ଏପରି ଏକ ଶୃଙ୍ଖଳାରେ ନିଷ୍ପାଦିତ ହେବେ, ଯେଉଁଥିରେ ସେଗୁଡ଼ିକ Classରେ ଦେଖାଦେବେ ଆଉଟପୁଟ୍ ଯାଞ୍ଚ କରନ୍ତୁ Constructor ପାଇଁ Non Static ବ୍ଲକ୍ ବିକଳ୍ପ ନୁହେଁ