Create a class named Welcome inside the project
Dear sir, I am using eclipse latest version on windows 10. While writing the project name i got error asking for lowercase letter. module name something it said.On running the program I got the following error.Error occurred during initialization of boot layerjava.lang.module.FindException: Error reading module: C:\Users\sw\eclipse-workspace\EclipseDemo\binCaused by: java.lang.module.InvalidModuleDescriptorException: DemoClass.class found in top-level directory (unnamed package not allowed in module)How to resolve?
471 visits
Outline:Eclipse ସହିତ ଆରମ୍ଭ କରିବା * Eclipse ହେଉଛି ଏକ Integrated Development Environment * ଏହା ଏପରି ଏକ ଟୂଲ୍, ଯେଉଁଥିରେ ଜଣେ ଲେଖିପାରିବ, Debug କରିପାରିବ ଓ Java Programsକୁ ସହଜରେ ଚଲାଇପାରିବ * Dash Home ଖୋଲି ସର୍ଚ ବକ୍ସରେ Eclipse ଟାଇପ୍ କରନ୍ତୁ * ଆମେ Workspace Launcher ପାଇବା * Workbench ଉପରେ କ୍ଲିକ୍ କଲେ ଆମେ Eclipse IDE ପ୍ରାପ୍ତ କରିବା * File > New > Projectକୁ ଯାଇ Java Project ସିଲେକ୍ଟ କରନ୍ତୁ * EclipseDemo ନାମକ ଏକ ପ୍ରୋଜେକ୍ଟ କ୍ରିଏଟ୍ କରନ୍ତୁ ଏବଂ DemoClass ଭିତରେ ଏକ କ୍ଲାସ୍ କ୍ରିଏଟ୍ କରନ୍ତୁ * Package Explorer ଓ Editor portlet ବିଷୟରେ ଜାଣନ୍ତୁ
Eclipse ସହିତ ଆରମ୍ଭ କରିବା * Eclipse ହେଉଛି ଏକ Integrated Development Environment * ଏହା ଏପରି ଏକ ଟୂଲ୍, ଯେଉଁଥିରେ ଜଣେ ଲେଖିପାରିବ, Debug କରିପାରିବ ଓ Java Programsକୁ ସହଜରେ ଚଲାଇପାରିବ * Dash Home ଖୋଲି ସର୍ଚ ବକ୍ସରେ Eclipse ଟାଇପ୍ କରନ୍ତୁ * ଆମେ Workspace Launcher ପାଇବା * Workbench ଉପରେ କ୍ଲିକ୍ କଲେ ଆମେ Eclipse IDE ପ୍ରାପ୍ତ କରିବା * File > New > Projectକୁ ଯାଇ Java Project ସିଲେକ୍ଟ କରନ୍ତୁ * EclipseDemo ନାମକ ଏକ ପ୍ରୋଜେକ୍ଟ କ୍ରିଏଟ୍ କରନ୍ତୁ ଏବଂ DemoClass ଭିତରେ ଏକ କ୍ଲାସ୍ କ୍ରିଏଟ୍ କରନ୍ତୁ * Package Explorer ଓ Editor portlet ବିଷୟରେ ଜାଣନ୍ତୁ
Show video info
Pre-requisite