Hello World Program in Eclipse - Oriya

Play
Current Time 0:00
/
Duration Time 0:00
Remaining Time -0:00
Loaded: 0%
Progress: 0%
0:00
Fullscreen
00:00
Mute
Captions
  • captions off
  • English
  • Oriya

399 visits



Outline:

Eclipse ବ୍ୟବହାର କରି Javaରେ HelloWorld * Eclipse ଖୋଲନ୍ତୁ * DemoProject ନାମରେ ଏକ Java ପ୍ରୋଜେକ୍ଟ କ୍ରିଏଟ୍ କରନ୍ତୁ * DemoClass ନାମରେ ଏକ Class କ୍ରିଏଟ୍ କରନ୍ତୁ * Class ନାମ ଓ ଫାଇଲ୍ ନାମ ସମାନ ହେବା ଦରକାର * ଆମେ ଏକ କମାଣ୍ଡ ଟାଇପ୍ କରିବାବେଳେ Eclipse ଅନେକ ସମ୍ଭାବନା ସଜେଷ୍ଟ କରିଥାଏ * ବନ୍ଦ ପାରେନ୍ଥେସିସ୍ ଆଡ୍ କରି Eclipse ଅଟୋମେଟିକାଲୀ ପାରେନ୍ଥେସିସ୍ ସମ୍ପୂର୍ଣ୍ଣ ମଧ୍ୟ କରିଥାଏ * ଆମେ ପ୍ରିଣ୍ଟ କରିବାକୁ ଚାହୁଁଥିବା ଷ୍ଟେଟମେଣ୍ଟ ସମ୍ମିଳିତ କରନ୍ତୁ * ବନ୍ଦ କ୍ୱୋଟ୍ସ ଆଡ୍ କରି Eclipse ଅଟୋମେଟିକାଲୀ କ୍ୱୋଟ୍ସ ସମ୍ପୂର୍ଣ୍ଣ ମଧ୍ୟ କରିଥାଏ * ପ୍ରୋଗ୍ରାମ୍ କମ୍ପାଇଲ୍ ଓ ଏକ୍ସେକ୍ୟୁଟ୍ କରନ୍ତୁ * ପ୍ରିଣ୍ଟ କରିବାକୁଥିବା କୋଡ୍ ବଦଳାନ୍ତୁ