Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Primitive type conversions - Oriya

721 visits



Outline:

ପ୍ରିମିଟିଭ୍ ଟାଇପ୍ କନଭର୍ସନ୍ * ଟାଇପ୍ କନଭର୍ସନ୍ ବା ଟାଇପ୍ କାଷ୍ଟିଙ୍ଗ୍ ପରିଭାଷିତ କରିବା * ଉଚ୍ଚ ବର୍ଗ ଇଣ୍ଟିଜର୍ ରୁ ନିମ୍ନ ବର୍ଗ ଇଣ୍ଟିଜର୍ - ଏକ୍ସପ୍ଲିସିଟ୍ ଟାଇପ୍ କାଷ୍ଟିଙ୍ଗ୍ * ଏକ୍ସପ୍ଲିସିଟ୍ ଟାଇପ୍ କାଷ୍ଟିଙ୍ଗ୍ ଦେଖାଇବା ପାଇଁ ପ୍ରୋଗ୍ରାମ୍ * ଏକ୍ସପ୍ଲିସିଟ୍ ଟାଇପ୍ କାଷ୍ଟିଙ୍ଗ୍ ରେ ସାଧାରଣ ଭୁଲ୍ * ଏକ୍ସପ୍ଲିସିଟ୍ ଟାଇପ୍ କାଷ୍ଟିଙ୍ଗ୍ ରେ ସାଧାରଣ ଭୁଲ୍ ଦେଖାଇବା ପାଇଁ ପ୍ରୋଗ୍ରାମ୍ * ଉଚ୍ଚ ବର୍ଗ ଇଣ୍ଟିଜର୍ ରୁ ନିମ୍ନ ବର୍ଗ ଇଣ୍ଟିଜର୍ - ଇମ୍ପ୍ଲିସିଟ୍ ଟାଇପ୍ କାଷ୍ଟିଙ୍ଗ୍ * ଇମ୍ପ୍ଲିସିଟ୍ ଟାଇପ୍ କାଷ୍ଟିଙ୍ଗ୍ ଦେଖାଇବା ପାଇଁ ପ୍ରୋଗ୍ରାମ୍ * Char ରୁ ଇଣ୍ଟିଜର୍ * ଇଣ୍ଟିଜର୍ ରୁ Char * Char ରୁ Int ଟାଇପ୍ କାଷ୍ଟିଙ୍ଗ୍ ଦେଖାଇବା ପାଇଁ ପ୍ରୋଗ୍ରାମ୍