Unlock the Power of Open Source: New Linux Certification is now on Swayam Plus.

Course Start Date: 2nd February 2026; Course End Date: 2nd April 2026.

Switch Case - Oriya

891 visits



Outline:

Switch ଷ୍ଟେଟମେଣ୍ଟ Switch Case ଷ୍ଟେଟମେଣ୍ଟ ପରିଭାଷିତ କରିବା Switch ଓ Nested Ifର ତୁଳନା Switch Case ସିଣ୍ଟାକ୍ସ ଏକ Switch Case ଷ୍ଟେଟମେଣ୍ଟର କାର୍ଯ୍ୟ କୀୱର୍ଡ Switchର ବ୍ୟବହାର କୀୱର୍ଡ Caseର ବୈଧ ଓ ଅବୈଧ ବ୍ୟବହାର କୀୱର୍ଡ Defaultର ବ୍ୟବହାର କୀୱର୍ଡ Breakର ବ୍ୟବହାର Switch Case ଷ୍ଟେଟମେଣ୍ଟ ପ୍ରଦର୍ଶନ ପାଇଁ ପ୍ରୋଗ୍ରାମ୍ ଆଉଟପୁଟ୍ ଦେଖିବା ପାଇଁ ପ୍ରୋଗ୍ରାମକୁ ସେଭ୍, କମ୍ପାଇଲ୍ ଓ ରନ୍ କରନ୍ତୁ