Unlock the Power of Open Source: New Linux Certification is now on Swayam Plus.

Course Start Date: 2nd February 2026; Course End Date: 2nd April 2026.

User Input - Oriya

655 visits



Outline:

Javaରେ ୟୁଜର୍ ଇନପୁଟ୍ ନେବା * BufferedReader କ’ଣ? * Java.io ପ୍ୟାକେଜରୁ ତିନୋଟି କ୍ଲାସେସ୍ ଇମ୍ପୋର୍ଟ କରିବା * ୟୁଜର୍ ଙ୍କଠାରୁ କିପରି ଇନପୁଟ୍ ଗ୍ରହଣ କରିବା * BufferedReader ଲାଗୁ କରିବା ପାଇଁ ସିଣ୍ଟାକ୍ସ * InputStreamReader କ’ଣ? * InputStreamReaderର ଅବଜେକ୍ଟ କ୍ରିଏଟ୍ କରିବା * BufferedReaderର ଅବଜେକ୍ଟ କ୍ରିଏଟ୍ କରିବା * IOException biShaYare * Throws କୀୱର୍ଡ ବିଷୟରେ * Typecasting