Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Using this keyword - Oriya

729 visits



Outline:

Using this keyword * ସାମ୍ପ୍ରତିକ ଅବଜେକ୍ଟ ପାଇଁ This ହେଉଛି ଏକ ରେଫରେନ୍ସ * ନାମ ଦ୍ୱନ୍ଦ୍ୱ ଏଡ଼ାଇବା ପାଇଁ ଏହା ସାହାଯ୍ୟ କରେ * ଅନ୍ୟ ଏକ Constructor କଲ୍ କରିବା ପାଇଁ ଆମେ ଗୋଟିଏ Constructor ଭିତରେ This କୀୱର୍ଡର ବ୍ୟବହାର କରିପାରିବା * Constructor ନିଶ୍ଚିତ ଭାବେ ସମାନ କ୍ଲାସ୍ ରେ ରହିଥିବା ଦରକାର * explicit constructor invocation * Parameterized Constructor କୋଡ୍ ବ୍ୟବହାର କରି ଏହାକୁ ବ୍ୟାଖ୍ୟା କରାଯାଇପାରେ * This ଷ୍ଟେଟମେଣ୍ଟକୁ,Constructorରେ ଶେଷ ଷ୍ଟେଟମେଣ୍ଟ କରନ୍ତୁ * ଆପଣ ଏକ ଏରର୍ ପାଇବେ * ଗୋଟିଏ Constructor ଭିତରେ This ଷ୍ଟେଟମେଣ୍ଟ ପ୍ରଥମ ହେବା ଉଚିତ